Category: ଭୁବନେଶ୍ବର

ଆଜିର ରାଶିଫଳ

ସୁପ୍ରଭାତ! ‘ଜାଗ୍ରତ ଭାରତ ନ୍ୟୁଜ୍’ ର ସମସ୍ତ ପାଠକ ଓ ଦର୍ଶକଙ୍କୁ ସ୍ୱାଗତ। ଆଜି ୭ ଏପ୍ରିଲ ୨୦୨୬, ମଙ୍ଗଳବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ…

ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସେବାୟତ ହାତାହାତି; ମହାପ୍ରଭୁଙ୍କ ନୀତି ବନ୍ଦ

ଭୁବନେଶ୍ୱର: ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ନୀତି ବନ୍ଦ। ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଲାଗି ମହାପ୍ରଭୁଙ୍କର ନୀତି ପୁଣି ବନ୍ଦ ହୋଇଛି । ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି…

ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅନୁଗୋଳ ଜିଲ୍ଲାର ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ)

୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ। ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ଅନୁଗୁଳ-ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ)।ବଲାଙ୍ଗିର- ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ)। ବାଲେଶ୍ୱର-…

ଶପଥ ନେଲେ ଓଡିଶାର ୩ ସାଂସଦ

ନୁଆଦିଲ୍ଲୀ: ଶପଥ ନେଲେ ନବନିର୍ବାଚିତ ଓଡିଶାର ୩ ରାଜ୍ୟସଭା ସାଂସଦ । ରାଜ୍ୟସଭା ସଂସଦ ଭାବେ ମନମୋହନ ସାମଲ, ଦିଲ୍ଲୀପ ରାୟ ,ଡଃ ସଂତୃପ୍ତ ମିଶ୍ର ଶପଥ ନେଇଛନ୍ତି । ମନମୋହନ ସାମଲଙ୍କ ରାଜ୍ୟସଭାରେ ଏହା ଦ୍ୱିତୀୟ ପାଳି । ସେ…

ଆଜି ଶପଥ ନେବେ ନୂଆ ରାଜ୍ୟସଭା ସାଂସଦ

୬ ତାରିଖରେ ରାଜ୍ୟସଭା ସାଂସଦ ଭାବେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ଶପଥ ନେବେ । ତେବେ ସୁଜିତ କୁମାର ଆସାମ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିବାରୁ ଅପ୍ରେଲ ୧୬ ତାରିଖରେ ଶପଥ ଗ୍ରହଣ କରିବେ…

‘ଇଣ୍ଡିଆ ସ୍କିଲ୍ସ’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ଵର: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ…

୩୧ କିଲୋ ଗଞ୍ଜେଇ ଜବତ, ୪ ଗିରଫ

କଟକ – ଅବକାରୀ ବିଭାଗ କଟକ ସଦର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢଉ କରି ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହିତ ୩୧ କିଲୋ ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । କଟକ ଜିଲ୍ଲା…

ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ୍

ଭୁବନେଶ୍ବର, ୦୬/୦୪ : ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ୍ । ୫କେଜି ଗ୍ୟାସ୍ ବିକ୍ରି ବନ୍ଦ। କଳାବଜାରୀକୁ ରୋକିବା ପାଇଁ E-KYC କରାଯାଉଛି। ତେଣୁ ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ୍ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେପଟେ…

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କରିଛନ୍ତି। ଏଥିସହିତ ଓଡିଶା ୨୦୨୮ରେ ଏହି ଗୌରବଜନକ ଚମ୍ପିଅନସିପ୍ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ…

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସପତ୍ନୀକ ଗଞ୍ଜାମ ଗସ୍ତ କରି ଆଦିଶକ୍ତି ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମା’ ଙ୍କ ଦର୍ଶନଲାଭ କରି ଆଶୀର୍ବାଦ ପ୍ରାପ୍ତ କରିବା…