ରାଷ୍ଟ୍ରପତିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କଲେ ରାଜ୍ୟପାଳ, ଯୋଗଦେଲେ ମାନ୍ୟଗଣ୍ୟ ବ୍ୟକ୍ତି
ରାଜଭବନରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ଓଡିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ବମପତି ରାତ୍ରୀଭୋଜନର ଆୟୋଜନ କରିଥିଲେ। ରାଜ୍ୟପାଳଙ୍କ ପତ୍ନୀ ଶ୍ରୀମତୀ ଜୟଶ୍ରୀ କାମ୍ବମପତି ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତ ଅବସରରେ…
