Category: ଭୁବନେଶ୍ବର

ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ : ରାଜସ୍ବ ମନ୍ତ୍ରୀ

ବନେଶ୍ୱର, ୦୬/୦୩ : ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ପାର୍ଟ ପ୍ଲଟିଂ ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ରାଜସ୍ଵ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ରାଜସ୍ବ ହାନି…

କିମ୍ସ, ହାଇଟେକ, ଆଉ ସମ୍ ହସ୍ପିଟାଲରେ ଏକାସାଙ୍ଗେ ଇଡି ଚଢାଉ

ଭୂବନେଶ୍ବର: ହଠାତ୍ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଉପରେ ଚଢାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଟିମ୍ । ରାଉରକେଲା ସହ ଭୁବନେଶ୍ବର ହାଇଟେକ୍‌ରେ ଯାଞ୍ଚ ଆରମ୍ଭ କରିଛି ଇଡି । ତେବେ କାହିଁକି ରାଜ୍ୟର ବଡ ବଡ…

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଜଗନମୋହନ ମୀନା

ଭୂବନେଶ୍ବର: ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି,…

ପଞ୍ଚାୟତିରାଜ ଦିବସ ନେଇ ବର୍ଷିଲେ ନବୀନ: କହିଲେ, ‘ହୃଦୟ ବଦଳାଇ ପାରିବେ ନାହିଁ’

ଭୂବନେଶ୍ବର: ଆଜି ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ଫରେଷ୍ଟ ପାର୍କରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପିତାଙ୍କ…

ନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ‘ମେସର୍ସ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ’ ପକ୍ଷରୁ ସହାୟତା ପ୍ରଦାନ

ଭୂବନେଶ୍ୱର: ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି । ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା…

ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ମଥ ରାଉତରାୟ

ଭୂବନେଶ୍ୱର,୦୪/୦୩ : ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଦ୍ୱିତୀୟ ଇଂନିସ ଆରମ୍ଭ ହୋଇଛି । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଓଏସଡିଭାବେ ନିଯୁକ୍ତ ହେଲେ କୌଶିକ ପଟ୍ଟାନାୟକ

ଭୂବନେଶ୍ୱର, ୦୫/୦୩ : ଓଏଏସ୍ ଅଧିକାରୀ କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଓଏସଡି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକ ପଟ୍ଟନାୟକ ପୂର୍ବରୁ କେନ୍ଦୁଝର ବାଂଶପାଳ…

ଛୁଟି ତାଲିକାରୁ ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର

ଛୁଟି ତାଲିକାରୁ ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର ଭୂବନେଶ୍ବର: ଛୁଟି ତାଲିକାରୁ ହଟିଲା ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ । ରାଜ୍ୟ ସରକାର ସୋମବାର ମାର୍ଚ୍ଚ ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ…

ଦୋଳ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ

ଭୂବନେଶ୍ୱର, ୦୨/୦୩ : ପ୍ରତିବର୍ଷ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ହୁଏ । ହିନ୍ଦୁ ଧର୍ମରେ ଗ୍ରହଣ ସମୟରେ ସୂତକର ନିୟମ ପାଳନ କରାଯାଏ ଏବଂ ଅନେକ ପ୍ରକାରର କାର୍ଯ୍ୟକଳାପ ନିଷେଧ କରାଯାଏ। ଚଳିତବର୍ଷ ଗୋଟିଏ ମାସରେ ସୂର୍ଯ୍ୟ ପରାଗ ଓ…

ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

କଟକ: ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ…