Category: ଭୁବନେଶ୍ବର

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିବା ପରେ ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା…

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାଙ୍ଗିଲା ଦଳର ସମସ୍ତ ସଂଗଠନ

ଭୂବନେଶ୍ବର: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ । ଆଗକୁ ବିଜେଡିର ନବକଳେବର ହେବ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ…

ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୂବନେଶ୍ୱର, ୨୫/୦୧ : ବିଜେପି ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପିର କଟକ ଜିଲ୍ଲା (୧) ସାଂଗଠନିକ ଜିଲ୍ଲାର ନୂଆ ସଭାପତି ସୁକାନ୍ତ କୁମାର ବିଶ୍ଵାଳଙ୍କ ନାମ ଘୋଷଣା ହୋଇଛି ।…

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ

ଭୂବନେଶ୍ୱର, ୨୬/୦୧ : ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ଘରେ ପଶି ବଡ଼ ଧରଣର ଲୁଟ୍ କରିଛନ୍ତି ଅଭିଯୁକ୍ତ । ନିରଞ୍ଜନଙ୍କ ନଗଦ ଟଙ୍କା ସହ ସମସ୍ତ…

ଆରମ୍ଭ ହେଲା ଆବାସ ସର୍ଭେ, ଜାଣନ୍ତୁ କାହାକୁ ମିଳିବ?

ଭୂବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ସର୍ଭେ । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ହିତାଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ, ଆବାସ ପୋର୍ଟାଲ ଏବଂ ମୋବାଇଲ ଆପର ଶୁଭାରମ୍ଭ ମଧ୍ୟ…

୭୨ ଗ୍ରାମ ହେରୋଇନ ଜବତ : ଜଣେ ଗିରଫ

ଭୂବନେଶ୍ୱର, ୨୪/୦୧ : କମର୍ଦ୍ଦା ବାରମାଇଲରେ ଅବକାରୀ ବିଭାଗ ଚଢ଼ାଉ କରିବା ସହ ସେଠାରୁ ୭୨ ଗ୍ରାମ ହେରୋଇନ ଜବତ କରିଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ୭ଲକ୍ଷ ୨୦ହଜାର ବୋଲି ଜଣାପଡ଼ିଛି। ଏହି ମାମଲାରେ ଜଣକୁ ଗିରଫ…

ଆଜି ବସିବ ପ୍ରାକ୍ ବଜେଟ୍ ପାଇଁ ବୈଠକ

ଭୂବନେଶ୍ୱର, ୨୪/୦୧ : ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ । ଫେବୃଆରୀ ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ରାଜ୍ୟ ସରକାର ଫେବୃଆରୀ ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ ।…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ବର

ଭୂବନେଶ୍ବର: ସମ୍ପ୍ରସାରିତ ହେବ ଭୁବନେଶ୍ବର । ଭୁବନେଶ୍ବରକୁ ଏକ ନୂଆ ମଡେଲର ସହରର ଭାବେ ବନାଯିବ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ…

ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭୂବନେଶ୍ୱର, ୨୩/୦୧ : ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ…

୫ ହଜାର ଡାକ୍ତରଙ୍କୁ ମିଳିବ ଶୀଘ୍ର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଡାକ୍ତର ପଦବୀ ପୂରଣ ହେବା…