Tag: #OdishaVigilance #PrasannaKumarPatra #DisproportionateAssets #DACase #Sundargarh #OdishaNews #VigilanceRaid #JagratBharatNews

ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହେଲେ ସୁନ୍ଦରଗଡ଼ର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର

ଭୁବନେଶ୍ୱର/ସୁନ୍ଦରଗଡ଼: ଆୟବହିର୍ଭୂତ ସମ୍ପତ୍ତି ଠାବ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସୁନ୍ଦରଗଡ଼ ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର। ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପାତ୍ରଙ୍କୁ ଗିରଫ କରିବା ପରେ…