Spread the love

ଆଜି ଠାରୁ 42ଦିନ ଚନ୍ଦନ ଲାଗି ପର୍ବ ଆରମ୍ଭ

ଆଜି ଢେ଼ଙ୍କାନାଳ କର୍ବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ପର୍ବ ଅନୁଷ୍ଠିତ । ଏହି ପର୍ବ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ଠାକୁରଙ୍କୁ ଚନ୍ଦନ ଘୋରୀ ଖେଚେଡ଼ି ଧୂପ, ବେଢ଼ା ପରିକ୍ରମା ପରେ ଚନ୍ଦନ ଲାଗି କରାଯିବ ତାପରେ ଅର୍ଣ୍ଣ ଧୂପ l
ଅତ୍ୟଧିକ ଗରମ ରୁ ଥଣ୍ଡା ହବା ପାଇଁ ମନ୍ଦିରର ରେ ଥିବା ସମସ୍ତ ଠାକୁର ମାନଙ୍କୁ ଚନ୍ଦନ ଲାଗି କରାଯାଏ ପୂଜକ ମନସୁମନ ମିଶ୍ର ପାଳିଆସେବକ ବ୍ରଜ ବିହାରୀ ମହାପାତ୍ର କହାଲିଆ ଟିକନ୍ ବେହେରା ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତ ରେ ଏହି ଚନ୍ଦନ ଲାଗି ପର୍ବ ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *