Spread the love

ବର୍ଷା ଜଳ ସଂଗ୍ରହ ଓ ବ୍ୟବହାର, ଜୀବନ ଶୈଳୀ ଓ ପରିବେଶ ସୁରକ୍ଷା ଅଭିଯାନ

ତା10.5.23 ରିଖ ଓ 11.05.23ରିଖ ଦୁଇ ଦିନଧରି ଓଡ଼ପଡ଼ା ପଞ୍ଚାୟତ ସମିତି ସ୍ତିଥ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଈଶ୍ୱର ଓ ଭାରତ ସରକାର ଙ୍କ ନେହେରୁ ୟୁବ କେନ୍ଦ୍ର, ଢେଙ୍କାନାଳ ଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଉପନିର୍ଦେଶକ, ଶ୍ରୀଯୁକ୍ତ ଅଶୋକ କୁମାର ଦାସ, ନେହରୁ ଯୁବ କେନ୍ଦ୍ର, ପ୍ରୋଗ୍ରାମ ସୁପରଭାଇଯାର ଶ୍ରୀଯୁକ୍ତ ଶଶାଙ୍କ କୁମାର ମହାପାତ୍ର, ଓଡ଼ପଡ଼ା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ, ଈଶ୍ୱର ସ୍ଵେଚ୍ଛାସବୀ ଅନୁଷ୍ଠାନ ର ପ୍ରୋଗ୍ରାମ କୋଓଡ଼ିନେଟର ଶ୍ରୀମତୀ ମଧୁସ୍ମିତା ବେହେରା, ଈଶ୍ୱର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ଯ କ୍ରମ ରେ ବିଭିନ୍ନ ଗ୍ରାମର ସ୍ୱେଷ୍ଟସେବି ମାନେ ଯୋଗ ଦେଇଥିଲେ। ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଡ୍ରଇଂ ପେଣ୍ଟିଂ ଓ ରାଲି ଦ୍ୱାରା ସଚେତନତା ସୃଷ୍ଟି କରାଯାଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ସ୍ବେଚ୍ଛାସେବୀ କୁମାରୀ ବର୍ତତି ବରାଳ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *