Spread the love

ଭୁବନେଶ୍ବର: ଭବନୀପାଟଣା କଂଗ୍ରେସ ବିଧାୟକ ତଥା କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ପୁଅ ସାଗର ଦାସଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।ଏହାର ତଦନ୍ତ କରିବା ପାଇଁ ସେ ଜିଲ୍ଲା ଏସପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ,ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଦେବାନନ୍ଦ ଯୋଶୀଙ୍କ ପାଖକୁ ଚାରି ପାଞ୍ଚଜଣ ଯାଇ ମୁଁ ବର୍ତ୍ତମାନ କେଉଁଠାରେ ଅଛି ବୋଲି ଜାଣିବାକୁ ଚାହିଁଥିଲେ।

ସେ ଜାଣି ନ ଥିବା କହିବାରୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ତାଙ୍କୁ ସହଯୋଗ ନ କଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏପରିକି ସେମାନେ ମୋତେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ଯୋଶୀ କହିଛନ୍ତି।ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ,ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଦେବାନନ୍ଦ ଯୋଶୀଙ୍କ ପାଖକୁ ଚାରି ପାଞ୍ଚଜଣ ଯାଇ ମୁଁ ବର୍ତ୍ତମାନ କେଉଁଠାରେ ଅଛି ବୋଲି ଜାଣିବାକୁ ଚାହିଁଥିଲେ। ସେ ଜାଣି ନ ଥିବା କହିବାରୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ତାଙ୍କୁ ସହଯୋଗ ନ କଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏପରିକି ସେମାନେ ମୋତେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ଯୋଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *