Spread the love

ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଙ୍କ ପାଖରୁ ନଗଦ ଏଗାର ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଇନିସପେକ୍ଟର ଜିତେନ୍ଦ୍ର ତାଳଚେର ରୁ ଅସ୍ତରଙ୍ଗ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କ ଗାଡ଼ିରେ ଚଢାଉ କରାଇଥିଲେ ନଗଦ ୧୧ ଲକ୍ଷ ୧୫ହାଜର ୭୪୦ ଟଙ୍କା ଜବତ କରିଥିଲା ତେବେ ଏତେ ଟଙ୍କା କାହାର କେଉଁଠୁ ଆସିଚି ତାହାର ହିସାବ ଦେଇ ପାରିନଥିବା ବେଳେ ଆୟ ବହିର୍ଭୁତ ସମ୍ପତି ସନ୍ଦେହ ରେ ଭିଜିଲାନ୍ସ ଜିତେନ୍ଦ୍ର ଙ୍କ ତାଳଚେର ସ୍ଥିତ ଭଡ଼ା ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ସୁନା ଏବଂ ଟଙ୍କା ସହିତ ମୋଟ ୨୪ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ କରିଛି।

Leave a Reply

Your email address will not be published. Required fields are marked *