Spread the love

ଭୁବନେଶ୍ୱର: ଚାଲାଣ କଟିଥିବା ଗାଡି ପାଇଁ ନିୟମ କଡାକଡି କଲା ଟ୍ରାଫିକ ବିଭାଗ । ଚାଲାଣ କଟିଥିବା ଗାଡିର କଟିଲା ନାଁ । ରାସ୍ତାରେ ଆଉ ଗଡିପାରିବନି ଏହି ସବୁ ଗାଡି । ବ୍ଲାକ୍ ଲିଷ୍ଟ ଗାଡି ତାଲିକା ପ୍ରକାଶ କଲା ଟ୍ରାଫିକ ବିଭାଗ । ଏକାଧିକ ଚାଲାଣ ଥିବା ଗାଡି ନମ୍ବର ବ୍ଲାକ ଲିଷ୍ଟରେ ରହିଛି ।

Leave a Reply

Your email address will not be published. Required fields are marked *