Spread the love

ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ ବିଡ଼ିଓ କକ୍ଷ ହଲ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଯାଇଛି।

11-5-2026 ଷୋମବାର ଦିନ ଅନୁଷ୍ଠିତ ହୋଇଛି।ଜିଲ୍ଲା ପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଅଭିଯୋଗ ଶୁଣାଣି ରେ ବିଡ଼ିଓ ରବୀନ୍ଦ୍ର ସେଠି,ତହସିଲଦାର ପ୍ରବୀନା ବିଲୁମ୍ ବ୍ୟକ୍ତି ଗତ ଭାବରେ 35 ଜଣ ,ଗୋଷ୍ଠୀ ଗତ ଭାବେ 41 ଜଣ, ସର୍ବମୋଟ 76 ଜଣ ଅଭିଯୋଗ କରିଥିଲେ।ଆଜି ଜଣ ସୋନାଣି ରେ ଜଣେ ନିରୀହ ବିଧବା ମହିଳା ଗୀତାଞ୍ଜଳି ରୋଇଦାଶ,ସାମ୍ବାଦିକ ହରମୋହନ ପଟେଲ,ସାମ୍ବାଦିକ ନରେନ୍ଦ୍ର ସାହୁ ସମାଜ ସେବୀ ମାନବିକତା ର ପରିଚୟ ଦେଇଥିଲେ।

ମହିଳା ଜଣଙ୍କୁ ସାମ୍ବାଦିକ ନରେନ୍ଦ୍ର ସାହୁ ତାର ଫର୍ମ ଫିଲପ୍ କରି କଲେକ୍ଟର ଙ୍କ ପାଖକୁ ନେଇଥିଲେ।ହରମୋହନ ପଟେଲ ତାଙ୍କୁ ଯୋଗାଯୋଗ କରି ତାଙ୍କ ଘରୁ ଆଣି ଭତା ବହି ପାଇବା ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ।ଶେଷରେ ଜିଲ୍ଲା ପାଳ ଅଭିଯୋଗକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେ ଭତା ପାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ମହିଳା ଜଣକ 6 ମାସ ଧରି ନୟାନ୍ତ ହୋଇଥିଲେ,ମହିଳାଙ୍କ ଆଁଖିରେ ଖୁସି ର ଲହଡ଼ି ଖେଳି ଯାଇଥିଲା।ଓ ସମ୍ବାଦ ର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ଭାଇ ଉପସ୍ଥିତ ଥିଲେ। ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *