Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସ୍ପେଶାଲ ଟାସ୍କ ଫୋର୍ସ ଦ୍ଵାରା ବେଆଇନ୍ ବାଘ ଛାଲ ଜବତ 

 

 

ଜେ ବି ଏନ, ୨୩/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଦେବଗଡ଼ : ଦେବଗଡ଼ ଅଞ୍ଚଳରୁ ସ୍ପେଶାଲ ଟାସ୍କ ଫୋର୍ସ ଦ୍ଵାରା ଗୋଟିଏ (leopard) ଚିତା ବାଘ ଛାଲ ଜବତ କରାଯାଇଛି l ସୂଚନା ମୁତାବକ ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ଏହି ବାଘ ଛାଲ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି l ଏ ନେଇ ସୂଚନା ଦିଆଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି l