ଅନୁଗୋଳ ଜିଲ୍ଲା ନାଲକୋ ଥାନା ରେ ଆଜି ଠାରୁ କାର୍ଯ୍ୟର ଦାୟିତ୍ବ ଗ୍ରହଣ କରିଛନ୍ତି।
ଏ ନେଇ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ଆଜି ନୂତନ ଭାବେ ଯୋଗ ଦେଇଥିବା ନାଲକୋ ଥାନା ଅଧିକାରିଣୀ ଯାଜ୍ଞସେନୀ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟ ଭାର ସମ୍ଭାଳିବା ପରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ, ଏଠାରେ କୌଣସି ଅପରାଧ କୁ କ୍ଷମ କରାଯିବ ନାହିଁ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ।
Andhra Pradesh
Arunachal Pradesh
Assam
Bihar
Chhattisgarh
Crime
International
Latest News
National
Odisha
ଅନୁଗୋଳ
କଟକ
କନ୍ଧମାଳ
କର୍ଣ୍ଣାଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଜାମ୍ମୁ ଓ କାଶ୍ମୀର
ଝାରସୁଗୁଡା
ଟିଟିଲାଗଡ଼
ଢେଙ୍କାନାଳ
ଦିଲ୍ଲୀ
ନୂଆପଡା
ପୁରୀ
ବରଗଡ଼
ବଲାଙ୍ଗୀର
ବାଲେଶ୍ଵର
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ଯାଜପୁର
ରାୟଗଡ଼ା
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ୱେବ୍ ମିଡିଆ ମହାସଂଘ ପକ୍ଷରୁ ନାଲକୋ ଆଇଆଇସି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
