Spread the love

କଟକ ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା

ସ୍ଥାନ କଟକ

ତାରିଖ 20/06/23

କଟକର ବିଭିନ୍ନ ସ୍ଥାନରେ ପାଳିତ ହୋଉଛି ପ୍ରସିଦ୍ଧ ଘୋଷ
ଯାତ୍ରା, ସହର ର ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ
ମହାନଦୀ ବିହାର, ଗତିରାଉତ ପାଟଣା, ସହିତ ବିଭିନ୍ନ
ସ୍ଥାନ ମାନଙ୍କରେ ପ୍ରତିବର୍ଷ ରଥଯାତ୍ରା ଧୁମ୍ ଧାମ୍ ରେ
ପାଳନ କରା ଯାଇଛି. ତେବେ ଏହି ସବୁ ସ୍ଥାନରେ ଭକ୍ତ
ମାନଙ୍କର ଭିଡ ଧୀରେ ଧୀରେ ପରିଲିକ୍ଷିତ ହୋଉଛି,
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ସମସ୍ତେ ଚାତକ ଭଳି ଅନେଇ
ରହିଛନ୍ତି, କେବଳ ଜାଗ୍ରତ ଭାରତ୍ news ରେ prasarana

Leave a Reply

Your email address will not be published. Required fields are marked *