କୁଲାବିରା ଅସିତ୍ ହୋଟେଲ ସାମ୍ନା ରେ କବି ସମ୍ବିଲନି।
ସମ୍ବଲପୁର ୨୨-୧୧-୨୦୨୬ ଝାରସୁଗୁଡ଼ା କୁଲାବୀରା ଅସିତ୍ ହୋଟେଲ ସାମ୍ନାରେ ସମଲେଶ୍ୱରୀ ସାହିତ୍ୟ ସଂସଦ ବାର୍ଷିକ ସମ୍ବିଲନି ପାଳିତ ହୋଇଯାଇଛି। ସୋଭା ଚନ୍ଦ୍ର ନାଏକ ସଭାପତିତ୍ବରେ ପାଳିତ ହୋଇଯାଇଛି। ସମ୍ପାଦକ କୀର୍ତ୍ତି ଚନ୍ଦ୍ର ବହିଦାର ଅବଦାନରେ ମୁଖ୍ୟ ଅତିଥି ବିଶ୍ୱରଂଜନ ନ୍ଦ୍ଧସଲ , ମୁଖ୍ୟ ବକ୍ତା ଦ୍ୱାରିକା ନାଏକ, ସମ୍ମାନିତ ଅତିଥି ବଲଦେବ ଦୀକ୍ଷିତ ଯୋଗଦେଇଥିଲେ। ପଣ୍ଡିତ ଟ୍ରାଉଲୋକ୍ୟନାଥ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ଏହି ସମ୍ବିଲନି ରେ ମାଗଣା ଚକ୍ଷୁ ପରୀକ୍ଷା ଓ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଅଞ୍ଚଳ ର ବହୁ ସ୍ଵେଚ୍ଛା ସେବି ରକ୍ତଦାନ କରିଥିଲେ।କ୍ଷୀରୋଦ ଗୋନ୍ତିଆ ବାଳିକା ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସମ୍ବଲପୁର ଜିଲ୍ଳା ର କବି ତଥା ସମାଜ ସେବୀ ସୁଲେଖକ ନରେନ୍ଦ୍ର ସାହୁ ,ଶମ୍ଭୁନାଥ ସାହୁ କବି, ବ୍ୟଙ୍ଗ କବି ପ୍ରମୋଦ ନାଏକ, ବିଟୁ ନାଏକ,ପ୍ରତାବ କବି, ଝାରସୁଗୁଡ଼ାର ମାଧବି ପଟେଲ,ସାଟଖମା ସୁବାସ ନାଏକ,ରଜନୀ ପଟେଲ ଇତ୍ୟାଦି ବହୁ ଜିଲ୍ଲା ରୁ ୬୦ ରୁ ଅଧିକ କବି ଶୁରଚିତ କବିତା ପାଠ କରିଥିଲେ।ସମସ୍ତ କବି ମାନଙ୍କୁ କିର୍ତିଚନ୍ଦ୍ର ବହିଦାର ସାର୍ଟିଫିକେଟ ଦେଇ ସମ୍ମାନିତ କରିଥିଲେ।ପ୍ରାୟ ସାତ ଜିଲ୍ଲା ରୁ କବିମାନେ ଯୋଗ ଦେଇଥିଲେ। ସତ୍ୟ ନାରାୟଣ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।ସମ୍ବଲପୁର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ସାହୁଙ୍କ ରିପୋର୍ଟ।

