Spread the love

ଜବ କାର୍ଡଧାରି ଶ୍ରମିକକୁ ଶୋଷଣକରୁଛି ମେସିନ……… କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ଖୁଣ୍ଟିଆ ବନ୍ଧ ଠାରୁ ମାଧନାଳୀ ସାହି ରାସ୍ତାର ଜବ କାର୍ଡ ଧାରି ଶ୍ରମିକ ହାତ ବାନ୍ଧି ବସିଛନ୍ତି!ଅସଲ କଥା ହେଉଛି ଜବ କାର୍ଡ ଶ୍ରମିକ କାମ ପାଉନାହାନ୍ତି! କିନ୍ତୁ ମେସିନ ସାହାର୍ଯ୍ୟରେ କାମ କରି ନିଜ ଲୋକଙ୍କର ଜବ କାର୍ଡ ଡିମାଣ୍ଡ ପଡୁଛି!ଏଥିରେ କେହି ବିରୋଧ କରୁନାହାନ୍ତି ଯଦି କିଏ ବିରୋଧ କରିବ ବିଧାୟକ ଚାପ ପଡିବ ବିଧାୟକ ନିଜ ଦଳୀୟ ଲୋକଙ୍କୁ କାମ ଦେଉଛନ୍ତି !ଏହି ରାସ୍ତାର ନାଗରିକ ସୂଚନା ଫଳକ ନାହିଁ!ଗାଁ ସାଥି ନାମରେ ଫାଇଲ ଖୋଲି ଦଳର କର୍ମୀ ମାନଙ୍କୁ ମିଳୁଛି କାମ!ସରକାର ମନରେଗା ଯୋଜନାକୁ ଭିବି -ଜି ରାମ ଜି ପରିବର୍ତ୍ତନ କରିଛନ୍ତି ଦୁର୍ନୀତି ରୋକିବାପାଇଁ କିନ୍ତୁ ଦୁର୍ନୀତି ବଢ଼ିଚାଲିଛି ୱେବ ସାଇଡ ରୁ ତଥ୍ୟ ମିଳୁଛି ଶ୍ରମିକ କାମ କରୁଛନ୍ତି!କୋଡ଼ 2407005020/RC/10660177 ଦିନଦିପହରେ ଜେସିପି ସାହାର୍ଯ୍ୟ ରେ କାମ କରାଯାଉଛି!ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି

Leave a Reply

Your email address will not be published. Required fields are marked *

You missed