ଢେଙ୍କାନାଳ ମହିଳା ସରକାରୀ ଉଚମଧ୍ୟାମିକ ବିଦ୍ୟାଳୟ ଠାରେ ଆଜି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ (self defence training program) ପ୍ରଥମ ଦିନର ଆରମ୍ଭ ହୋଇଅଛି। ଏଠାରେ ବିଦ୍ୟାଳୟ ର ଅଧକ୍ଷା ଡ. ଶକୁନ୍ତଳା ଜେନା ମ୍ୟାଡାମ୍ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ନିମନ୍ତେ ଉତ୍ସାହିତ କରିଥିଲେ। ସେଠାରେ ଉପସ୍ଥିତ ଥିବା ସମନ୍ଵୟକାରିଣି ଡ. ସରୋଜିନୀ ଦାସ୍, ଡ. ସାଗରିକା ପଣ୍ଡା କାର୍ଯ୍ୟଟିକୁ ସୁଚାର ରୂପେ ସମ୍ପାଦନା କରୁଛନ୍ତି। ପ୍ରଶିକ୍ଷଣ ଦାତ୍ରି ପୂଜା ବେହେରା, ଓ ରୁନୁବାଳା ବାରିକ୍ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।
