Spread the love

ପଣ୍ଡକୁଲ ଗ୍ରାମରେ ଜନ ସମ୍ପର୍କ ସାମ୍ୱାଦିକ ସେବା ସଂଘ ର କାର୍ଯ୍ୟାଳୟ ଉଦ୍ଘାଟନ,
କଳାହାଣ୍ଡି /୬/୧୧/୨୬/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚୀଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଣ୍ଡକୁଳ ଗ୍ରାମରେ ଆଜି ଜନ ସମ୍ପର୍କ ସାମ୍ୱାଦିକ ସେବା ସଂଘ ର କାର୍ଯ୍ୟାଳୟ ଉଦ୍ଘାଟନ ହୋଇ ଥିଲା, ଏହି ଅବସରରେ ସଂଘର ସଭାପତି ରାମ କୁମାର ସେନାପତିଙ୍କ ନେତୃତ୍ୱରେ ମୂଖ୍ୟ ଅତିଥି ଦଶ ପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ, ସମ୍ମାନୀତ ଅତିଥି ଚିଚୀଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମଦନ ପଟେଲ, ଖମାର ହଲଦି ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ, ମାନ ଝରି ସରପଞ୍ଚ ଜଗୁ ଜୀବନ ଅଘରିୟା,ଟେମରି ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଅଞ୍ଜଳି ନାଇକ ଙ୍କ ପ୍ରତିନିଧୀ ଖଗେଶ୍ୱର ନାଏକ, ୱାର୍ଡ଼ ମେମ୍ବର ପ୍ରଦୁନ୍ୟ କୁମାର ମେହେର,ବରିଷ୍ଠ ତଥା ଦୈନିକ ଆଶା କଳାହାଣ୍ଡି ଜିଲ୍ଲା ପ୍ରତିନିଧୀ ସାମ୍ୱାଦିକ କୁଞ୍ଜ ସାହୁ, ଅମୃତ ଦୁନିଆ ସାମ୍ୱାଦିକ ପ୍ୟାରିଲାଲ୍ ଦୂର୍ଗା, ଶକ୍ତି ଟିଭି ସ୍ୱତନ୍ତ୍ର ପ୍ରତିନିଧୀ ଟଙ୍କ ଧର ବିହାରୀ, ଚନ୍ଦ୍ର ଶେଖର ବଣୁଆ, ଜ୍ଞାନୀ ହରପାଲ, ଦଶ ପୁର ପୁଲିସ କନେଷ୍ଟ ବଲ ରଙ୍କ ହରିଜନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୟ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ,ମାଁ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ, ମାଁ ବିଣା ପାଣି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଓ ବୁଦ୍ଧି ଯିବି ମାନେ ଉପସ୍ଥିତ ଥିଲେ , ସର୍ବ ପ୍ରଥମେ ମୂଖ୍ୟ ଅତିଥି ଚନ୍ଦ୍ର ହାସ୍ୟ ସାହୁ, କୁଞ୍ଜ ସାହୁ, ରବୀନ୍ଦ୍ର କୁମାର ମୁଣ୍ଡ, ମଦନ ପଟେଲ, ମାନ ଝରି ସରପଞ୍ଚ ଜଗୁ ଜୀବନ ଅଘରୀୟା,ଖଗେଶ୍ୱର ନାଏକ ,ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ତରଫରୁ ଗାୟତ୍ରୀ ମାଆ ଙ୍କ ଫଟୋ ଚିତ୍ରରେ ଦୀପ ଧୂପ ଓ ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରି ଜନ ସମ୍ପର୍କ ସାମ୍ୱାଦିକ ସେବା ସଂଘ ଉଦ୍ଘାଟନକରି ଥିଲେ ଓ ଏହି ଅବସରରେ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ଦୀପ ପୁଷ୍ପ ଧୂପ ପ୍ରଦାନ କରି ଆମ୍ବେଦକର ଛକ ନାମରେ ଘୋଷଣା କରିଥିଲେ, ଏବଂ ସମସ୍ତ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,ଏହି ଅବସରରେ ଜଣେ ବିକଳାଙ୍ଗ ଲକ୍ଷ୍ମଣ ପଟେଲ ଙ୍କୁ ସମ୍ମାନୀତ କରି ଥିବା ବେଳେ ପାଟ ସୁନାନୀ ଜଣେ ବୃଦ୍ଧା ମହିଳା ଭତ୍ତା ଏକ ହଜାର ପାଉଥିବା ନେଇ ଅଭିଯୋଗ ଆଣି ଥିବା ଙ୍କୁ ଓ ସୂମି ସତନାମୀ ସାଇବର ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କୃତ ଓ ଗୋଲାମୁଣ୍ଡା ବ୍ଲକ AEA BC, ବିନିତା ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ଗୁଆଳୁ ସେନାପତି, ସଦା ସେନାପତି, ସତ୍ୟବାନ ସେନାପତି, ସୁବେ ଦୁର୍ଗା, ରୋହିତ ସାଗର, ଅମରନାଇକ, କାହ୍ନୁ ସତ ନାମୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଜିର ଉଦ୍ଘାଟନ କାର୍ଯ୍ୟ କ୍ରମରେ ଜନ ସମ୍ପର୍କ ସାମ୍ୱାଦିକ ସେବା ସଂଘ ର ସମ୍ପାଦକ ସରୋଜ କୁମାର ମୁଣ୍ଡ, ଉପ ସଭାପତି ପୀତାମ୍ବର ବେହେରା, ସହ ସମ୍ପାଦକ କପୁର ଚନ ସେଥିଆ, କୋଷାଧକ୍ଷ ଡମ୍ବରୁ ଧର ଜାଲ, କୁନା ନାଇକ ଓ ବିଶ୍ୱଜିତ ପ୍ରଧାନ ପ୍ରମୁଖ ସହଯୋଗ କରି ଥିବା ବେଳେ ଉତ୍କଳ ସମାଜ ସାମ୍ବାଦିକ ପ୍ରମୋଦ କୁମାର ପଣ୍ତା ସୁନ୍ଦର ଭାବରେ ପରିଚାଲନା କରି ଥିଲେ, ।

କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରଭାରତ ନିୟୁଜ.

Leave a Reply

Your email address will not be published. Required fields are marked *