Spread the love

ବୌଦ୍ଧ: ଗଛ ତଳେ ଆଶ୍ରୟ ହେଲା କାଳ; ବଜ୍ରାଘାତରେ ଜଣେ ମୃତ।
ବର୍ଷାରେ ଗଛ ତଳେ ୩ ସାଙ୍ଗ ଆଶ୍ରୟ ନେଇଥିଲା ବେଳେ ବଜ୍ରାଘାତ।
ଜଣଙ୍କର ମୃତ୍ୟୁ; ଆଉ ୨ ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ବାଉଁଶୁଣୀ ଥାନା ବଲାକିରାରେ ଗଛ ତଳେ ଆଶ୍ରୟ ବେଳେ ଅଘଟଣ।

Leave a Reply

Your email address will not be published. Required fields are marked *