Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଶ୍ରେଣି ଗୃହ ର ଶିଳାନ୍ୟାସ.


ଜେ. ବି. ଏନ୍ (୦୧/୦୧/୨୦୨୧)
ନୂତନ ବର୍ଷର ପ୍ରଥମ ଦିବସରେ ରେ ମାନ୍ୟବର ସାଂସଦ ଶ୍ରୀ ଯୁକ୍ତ ମହେଶ କୁମାର ସାହୁ ଙ୍କ କର କମଳରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଶ୍ରେଣି ଗୃହ ର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ୍ ନୂତନ ମଞ୍ଚ ନିର୍ମାଣ, ଦୁଇଟି ଶ୍ରେଣୀ ଗୃହ ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର, ସରକାରୀ ଶିକ୍ଷୟିତ୍ରୀ ନିର୍ମଳା ଆଚାର୍ଯ୍ୟ, ପ୍ରତିମା ସ୍ଵାଇଁ, କଲ୍ୟାଣୀ ସାହୁ, ସନ୍ଧ୍ୟାରାଣୀ ମିଶ୍ର, ରଶ୍ମି ରେଖା ପଣ୍ଡା, ପ୍ରଣତି ପ୍ରତି ଏବଂ C. R. C. C ପ୍ରଭାତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ସିଂହ, ମୋ ସ୍କୁଲ୍ ଅଭିଯାନର ସଭାପତି ଶ୍ରୀ ଯୁକ୍ତ ଗୁପ୍ତେଶ୍ଵର ମିଶ୍ର ସହଯୋଗ ପାଣ୍ଠିରୁ ୧୨ ଲକ୍ଷ ଟଙ୍କା ର ଅନୁଦାନ ପ୍ରଦାନ କରିଥିଲେ।