Spread the love

ସମ୍ବଲପୁର ଜିଲ୍ଳା (ତା -୭-୧୦-୨୦୨୬) ସମ୍ବଲପୁର କଲେଜ ପଡ଼ିଆରେ ବିଜେପି ର ସେବା ଜ୍ୟୋତି ଜାତ୍ରା ଓ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଅଛି।ସମ୍ବଲପୁର ଜିଲ୍ଲା ରାମଚନ୍ଦ୍ର ମେହେର ଙ୍କ ସଭା ପତିତ୍ୱରେ ପାଲିତ ହୋଇଯାଇଛି। ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଓ ପୂର୍ବତନ ବିଧାୟକ ନାଉରୀ ନାଏକ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଯୋଗ ଦେଇଥିଲେ। ସମ୍ବଲପୁର ର ସମସ୍ତ ବିଜେପି କର୍ମୀ ଯୋଗ ଦେଇଥିଲେ ।ସେହିପରି ଦୁଷ୍ମନ୍ତ ନାଏକ,ଓ କେନାଢ଼ିପା ପଞ୍ଚାୟତ ସଭାପତି ସୁବ୍ରତ ଚୌଧୁରୀ ,ଜଗଦୀଶ ମହାପାତ୍ର,ହରେଶ ରାଉତ,ନରେନ୍ଦ୍ର ସାହୁ,ସୁଶିଲ ମାକର୍, ପ୍ରମୋଦ ନାଏକ, ଅନାଦି ଭଇଁସା,ଆଶିଷ ଦେହୁରୀ, ଗଳ୍ପ କୁମୂରା, ରମେଶ୍ବର ଭୋଇ ଇତ୍ୟାଦି ଜମନକିରା ବ୍ଲକ ର ବିଜେପି କର୍ମିଯୋଗ ଦେଇଥିଲେ।ଶେଷରେ ବିଶାଳ ଶୋଭାଯାତ୍ରା କରି ସଭା ଶେଷ ହୋଇଥିଲା।ଏବଂ ଏହି ସଭାରେ ସମ୍ବଲପୁର ଜିଲ୍ଲା ର ବହୁ ସଂଖ୍ୟା ରେ ଦୂରଦୁରାନ୍ତରାରୁ ବହୁ ସଂଖ୍ୟା ରେ ବିଜେପି କର୍ମୀ ଯୋଗ ଦଇଥିଲେ।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍।

Leave a Reply

Your email address will not be published. Required fields are marked *