Spread the love

ଅନୁଗୋଳ ରେ ଲକ୍ଷ୍ମୀ ପୂଜା। ଆଲୋକ ମାଳାରେ ଉଦ୍ଭାସିତ ହେଲା । ୩୫ଟି ମଣ୍ଡପ ରେ ପାଳିତ ହେଉଛି ମା” ଙ୍କ ପୂଜା। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *

You missed