Spread the love

ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ୩ଟି ସ୍ତରରେ ପୁରସ୍କାର ଦିଆଯିବା ନେଇ ମନ୍ତ୍ରୀଙ୍କ ସୂଚନା ।

Leave a Reply

Your email address will not be published. Required fields are marked *