“୬ଦଫା ଦାବୀ ନେଇ ସିଡ଼ିପିଓ ଅଫିସ ସାମ୍ନାରେ ରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା”
ବରଗଡ଼:-୨୭/୧୧(ପବିତ୍ର ମେହେର) ଅଲ ଓଡ଼ିଶା ଅଙ୍ଗନୱାଡି ଲେଡ଼ିସ ୱାର୍କ କର ଏସୋସିଏସନ୍ ପକ୍ଷରୁ କାର୍ଯ୍ୟ ବନ୍ଦ୍ କରି ୬ଦଫା ଦାବୀ ନେଇ ଗର୍ଜିଲେ ଅଙ୍ଗନ ୱାଡି କର୍ମୀ ଓ ସହାୟିକା।ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ୍ କରିବା ବ୍ଲକ ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସବୁଠି ଧାରଣା ରେ ବ୍ବସି ନିଜର ହକ ଅଧିକାର ପାଇଁ ଅଡି ରହିବେ ବୋଲି ଚେତାବନୀ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ର ଅତାବିରା ବ୍ଲକ ୧୪ଟି ସେକ୍ଟର ର ପାଖାପାଖି ୩୩୧ ଟି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଧ କରି ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଆଜି ମାଣ ବସା ପ୍ରଥମ ଗୁରୁବାରରେ ଧାରଣାରେ ବସି ଅଡି ରହିଛନ୍ତି ଓ ଆଜି ଦ୍ୱତୀୟ ଦିନ ଶୁକ୍ରବାର ଦିନ ମଧ୍ୟ ଧାରଣା l
