Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଗ୍ନିକାଣ୍ଡରେ ଦୁଇ ବଖରା ଗୁହାଳ ନଷ୍ଟ

ଜେ ବି ଏନ, (ରିପୋର୍ଟ, ଚୈତନ୍ୟ ସାହୁ), ୦୧.୦୪.୨୦୨୧, ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଗୋବର୍ଦ୍ଧନପୁର ଗ୍ରାମର ବାବୁଲା ଗଡନାୟକ, ପିତା : ୰ଶଙ୍କର୍ଷଣ ଗଡନାୟକଙ୍କର ଗତକାଲି ରାତ୍ର ସମୟରେ ନିଆଁ ଲାଗି ୨ବଖରା ଗୁହାଳ ଘର ନଷ୍ଟ, ୨ଟି ଗାଈ, ୧ଟି ବଳଦର ମୃତ୍ୟୁ ହେବା ସହ ଗୋଟିଏ ବାଛୁରୀ ଆହତ ହୋଇଛି। ଏହା ସହ ଗୋଟିଏ ଶଗଡ଼ ଗାଡ଼ି ନଷ୍ଟ ହୋଇଯାଇଛି। ବାବୁଲଙ୍କୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।