Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର

 

(ଜେ.ବି.ଏନ୍ରି, ୨୦/୦୨ /୨୦୨୧, ପୋର୍ଟ ସୌମ୍ୟରଞ୍ଜନ ଶତପଥୀ ), କଣିହାଁ : କଣିହାଁ ବ୍ଲକ ଅନ୍ତର୍ଗତ ଥାନା ସମଲ ଅନ୍ତର୍ଗତ ଜିନ୍ଦଲ ପମ୍ପ ହାଉସ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଲୋକ ଜଣକ ଗୋଟିଏ ଲାଲ୍ ରଙ୍ଗର ସ୍କୁଟିରେ ( ଓଡି ୩୫ ଡି ୦୨୭୦ )ଯାଉଥିଲେ। ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ପରେ ରାସ୍ତା ରେ କିଛି ଲୋକ ଦେଖି ତାଙ୍କୁ ସମଲ ପୋଲିସ କୁ ଗୁରୁତର ଅବସ୍ଥାରେ ହସ୍ତାନ୍ତର କରିଥିଲେ । ପୋଲିସ୍ ଠାରୁ ବୁରୁବାହାଳ ଗ୍ରାମର ଲୋକ ବୋଲି ଜଣାପଡିଛି । ପରେ ତାଙ୍କୁ ଡାକ୍ତରଖାନା ଙ୍କୁ ପଠା ଯାଇଥିଲା।