ଅନଗୁଳ ପୌରପାଳିକା ତରଫରୁ ହରଘର ତୀରଙ୍ଗା ନିମନ୍ତେ ଅନଗୁଳ ସଭାଘର ଠାରୁ ବିରାଟ ଶୋଭାଯାତ୍ରା ସହରପରିକ୍ରମା କରି ପୌର ପାଳିକା ଠାରେ ସମାପ୍ତ କରିଥିଲେ, ଏଥିରେ ସହରର ବହୁ ମାନ୍ୟ ଗଣ୍ୟ, ବୁଦ୍ଧିଜୀବୀ ଙ୍କ ସମେତ ଅନଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଥିଲେ….।