Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ପୌରପାଳିକା ୱାର୍ଡ ନମ୍ବର ୧୧ ପଡ଼ିଆ ସାହି ମହିଳା ଗୋଷ୍ଠୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ମାନ୍ୟବର ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ କରକମଳ ରେ ସମାହିତ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ମହେନ୍ଦ୍ର କୁମାର ବସ୍ତିଆ , ଯୁବନେତା ଅରୁଣାଭ ସିଂହ, ରାଜ୍ୟ ଯୁବ ଜନତା ଦଳ ଉପ ସଭାପତି ସୁଜିତ ଦ୍ବିବେଦୀ, ସତ୍ୟାନନ୍ଦ ଦଲବେହେରା,ଜିଲ୍ଲା ଯୁବ ଜନତା ଦଳ ଉପ ସଭାପତି ସରୋଜ ନାୟକ, ପୌରପାଳିକା ଯୁବ ଜନତା ଦଳ ସଭାପତି ସତ୍ୟ ରଞ୍ଜନ ସାହୁ, ଅଜିତ ଦ୍ବିବେଦୀ ,ଦେବବ୍ରତ୍ତ ନାୟକ,ତ୍ରିଲୋଚନ ନାୟକ,ଗୋକୁଳା ନାୟକ ଓ ଶତାଧିକ ମହିଳା ଯୋଗଦେଇଥିଲେ ।