Spread the love

ଅବହେଳିତ ଅବସ୍ଥାରେ ବୃଦ୍ଧ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ନଇ ଗ୍ରାମପଞ୍ଚାୟତ ସାନନଈ ଗ୍ରାମରେ ଦେଖିବାକୁ ମିଳିଛି ବୃଦ୍ଧ ଅକର୍ମଣ୍ୟ ଚତୁର୍ଭୁଜ ପ୍ରଧାନ ବୟସ ୭୫ବର୍ଷ।ତାଙ୍କର ଗୋଡ଼ କେମ୍ପା ଓ ସମ୍ପୂର୍ଣ୍ଣ ଅକର୍ମଣ୍ୟ।ଦୀର୍ଘ ଦିନ ହେଲାଣି ପେଟ ପୋଷିବା ପାଇଁ ସରକାରଙ୍କ ଖାଦ୍ୟସାମଗ୍ରୀ ଅର୍ଣ୍ଣ ଯୋଜନାରେ କେମିତି ୫କିଲୋଗ୍ରାମ ରୁ ୩୫କିଲୋଗ୍ରାମ ପାଇବା ପାଇଁ ଚେଷ୍ଟା କଲା ପରେ ବି ଆଜି ବଞ୍ଚିତ।ଏଣୁ ସରକାରଙ୍କୁ ଅନୁରୋଧ କରୁଛନ୍ତି ଯଥା ଶୀଘ୍ର ଏ ଅକର୍ମଣ୍ୟ ଚତୁର୍ଭୁଜ ଙ୍କୁ ସରକାରଙ୍କ ଖାଦ୍ୟଯୋଜନା ରେ ମାସକୁ ୩୫କିଲୋଗ୍ରାମ ଚାଉଳ ଓ ୩୦୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ର ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। କେନ୍ଦୁଝର ଜିଲ୍ଲା ରୁ ରତିରଞ୍ଜନ ବାରିକ ଙ୍କ ରିପର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *