Spread the love

ଅର୍ଣ୍ଣବ ଧୋଇ ଦେଲା ଗଜ ଲଷ୍ମୀ ପୂଜା,କିନ୍ତୁ ଦୁଲୁକେଇଲା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ର ପରାୟଣ,.

ଜୁନାଗଡ଼.. କଳାହାଣ୍ଡି 29/10/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ନୀୟୁଜ )ଜୁନାଗଡ଼ ଅଂଚଳ ସହରରେ ଚାଲିଥିଲା ମାଂ ମହାଲଷ୍ମୀ ଙ୍କ ଗଜଲଷ୍ମୀ ପୂଜା, ଅର୍ଣ୍ଣବ ଧୋଇଦେଲା ସୁନ୍ଦରତା, ବିଗାଡିଦେଲା ରଙ୍ଗରଙ୍ଗ କାର୍ଯ୍ୟ କ୍ରମ, କିନ୍ତୁ ଜୁନାଗଡ଼ ବ୍ଲକ ବାଣ୍ଡିବସୁଲ (ବଣ୍ଡାକୁଟୁରା )ରେ ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଙ୍କ 5ଦିନ ରାମାୟଣ ଲଙ୍କା ଦହନ ପରାୟଣ ଦୁଲୁକେଇଲା ବଣ୍ଡା କୁଟୁରା17ତମ ଗଜଲଷ୍ମୀ ପୂଜା,ଏହିପୂଜା ରେ ଯଜମାନ ଶ୍ରୀ ଭବାନୀ ମେହେର, ଧର୍ମ ପତ୍ନୀ ସକାମ୍ବରି ମେହେର ରହିଥିବାବେଳେ,ବଣ୍ଡା କୁଟୁରା ସମସ୍ତ ଜନସାଧାରଣ ଙ୍କ ଅବଦାନ ରେ ଚାଲିଛି, ଏହି ପୂଜା ଆଜି ଶେଷଦିନ, ଏହି ପୂଜା ରେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଶ୍ରୀ ଅଶ୍ୱନୀ ମେହେରା, ସୁରେନ୍ଦ୍ର ଠାକୁର, ଜଗରନ୍ନାଥ ଠାକୁର, ବିଶ୍ୱନାଥ ଠାକୁର, କଳ୍ପେଶ୍ୱର ଠାକୁର,ପ୍ରଶାନ୍ତ ସୁନାନୀ,ଭୁବନେସ୍ୱର ଶବର,କେଶ୍ବରୀ ଠାକୁର, ରାମ ମେହେର,ହୃଦାନନ୍ଦ ନିଆଲ, ନରେଶ ଠାକୁର, ଭୋଲା ସହୂ, ନରେନ୍ଦ୍ର ଶବର, ଗୁରୁବୁଦା ଶବର, କୁରୁ ମାଶ୍ରା, ବିଭୁ ରଞ୍ଜନ ସହୂ, ପୁରୁଷୋତ୍ତମ ଶବର, ସହଯୋଗ କରିଥିଲେ, ଏବଂ 5ଦିନ ଧରି ସୁନ୍ଦର ଭାବରେ ମାଂ ଙ୍କ ଗଜଲକ୍ଷ୍ମୀ ପୂଜା ଚାଲିଥିଲା,ଏବଂ ଭକ୍ତଙ୍କୁ ମାଂ ଙ୍କ ଭୋଗ ବଣ୍ଟନ କରିଥିଲେ,।

Leave a Reply

Your email address will not be published. Required fields are marked *