🌸 ଆଜିର ରାଶିଫଳ 🌸
ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି
🔯 ମେଷ (Aries):ଆଜି ନୂତନ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଖୁସିର ପରିବେଶ ରହିବ।
👉 ଶୁଭ ସଂଖ୍ୟା – ୭
👉 ଶୁଭ ରଙ୍ଗ – ଲାଲ
👉 ଶୁଭ ସମୟ – ପୁର୍ବାହ୍ନ 10:30 – 12:00
👉 ପ୍ରତିକାର – ହନୁମାନଜୀଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ।
🔯 ବୃଷ (Taurus):ଧନଲାଭର ସୁଯୋଗ ମିଳିପାରେ। ସହକର୍ମୀଙ୍କ ସହ ସମ୍ପର୍କ ସୁଧାରିବ।
👉 ଶୁଭ ସଂଖ୍ୟା – ୩
👉 ଶୁଭ ରଙ୍ଗ – ସବୁଜ
👉 ଶୁଭ ସମୟ – ଦୁପହର 1:15 – 2:45
👉 ପ୍ରତିକାର – ଗୋକୁଳଧାମରେ ଦୁଧ ଦାନ କରନ୍ତୁ।
🔯 ମିଥୁନ (Gemini):ଆଜି କିଛି ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବାରୁ ଲାଭ ହେବ। ପରିବାରରେ ସମ୍ମାନ ବୃଦ୍ଧି ପାଇବ।
👉 ଶୁଭ ସଂଖ୍ୟା – ୫
👉 ଶୁଭ ରଙ୍ଗ – ହଳଦିଆ
👉 ଶୁଭ ସମୟ – ସନ୍ଧ୍ୟା 4:00 – 5:30
👉 ପ୍ରତିକାର – ବିଷ୍ଣୁଜୀଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ।
🔯 କର୍କଟ (Cancer):ପୁରୁଣା କାର୍ଯ୍ୟ ସାରିବାରେ ସଫଳତା ଆସିବ। ସାଙ୍ଗମାନଙ୍କ ସହିତ ସମୟ ଭଲ କଟିବ।
👉 ଶୁଭ ସଂଖ୍ୟା – ୨
👉 ଶୁଭ ରଙ୍ଗ – ସ୍ୱେତ
👉 ଶୁଭ ସମୟ – ପୁର୍ବାହ୍ନ 9:00 – 10:00
👉 ପ୍ରତିକାର – ମା’ କାଳୀଙ୍କୁ ଧୂପ ଦୀପ ଜଳାନ୍ତୁ।
🔯 ସିଂହ (Leo):କାର୍ଯ୍ୟକ୍ଷେତ୍ରରେ ଆଜି ସମ୍ମାନ ମିଳିପାରେ। ଧନଲାଭର ସମ୍ଭାବନା ରହିଛି।
👉 ଶୁଭ ସଂଖ୍ୟା – ୯
👉 ଶୁଭ ରଙ୍ଗ – ସୁନାଳି
👉 ଶୁଭ ସମୟ – ସନ୍ଧ୍ୟା 6:30 – 8:00
👉 ପ୍ରତିକାର – ସୂର୍ଯ୍ୟଙ୍କୁ ଜଳାର୍ପଣ କରନ୍ତୁ।
🔯 କନ୍ୟା (Virgo):ଆଜି କିଛି ପ୍ରତିକୁଳତା ଆସିପାରେ, କିନ୍ତୁ ଧୈର୍ଯ୍ୟରେ ସବୁ ସମାଧାନ ହେବ।
👉 ଶୁଭ ସଂଖ୍ୟା – ୬
👉 ଶୁଭ ରଙ୍ଗ – ନୀଳ
👉 ଶୁଭ ସମୟ – ଦୁପହର 12:30 – 2:00
👉 ପ୍ରତିକାର – ଗଣେଶଜୀଙ୍କୁ ଦୁର୍ବା ଦଳ ଅର୍ପଣ କରନ୍ତୁ।
🔯 ତୁଳା (Libra):ବ୍ୟବସାୟରେ ଲାଭ ହେବ। ପରିବାରରେ ସମ୍ମାନ ବୃଦ୍ଧି ପାଇବ।
👉 ଶୁଭ ସଂଖ୍ୟା – ୮
👉 ଶୁଭ ରଙ୍ଗ – ପିଙ୍କ୍
👉 ଶୁଭ ସମୟ – ସନ୍ଧ୍ୟା 5:00 – 6:00
👉 ପ୍ରତିକାର – ଦୁର୍ଗାମାଙ୍କୁ ସିନ୍ଧୁର ଅର୍ପଣ କରନ୍ତୁ।
🔯 ବୃଶ୍ଚିକ (Scorpio):ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କତା ରଖନ୍ତୁ। ସାଧାରଣ ଦିନ।
👉 ଶୁଭ ସଂଖ୍ୟା – ୪
👉 ଶୁଭ ରଙ୍ଗ – କଳା
👉 ଶୁଭ ସମୟ – ପୁର୍ବାହ୍ନ 11:00 – 12:30
👉 ପ୍ରତିକାର – ଭଗବାନ ଶିବଙ୍କୁ ଦୁଧ ଅର୍ପଣ କରନ୍ତୁ।
🔯 ଧନୁ (Sagittarius):ନୂତନ ସମ୍ପର୍କ ହେବାର ସମ୍ଭାବନା ଅଛି। ଭାଗ୍ୟ ସହାୟକ ହେବ।
👉 ଶୁଭ ସଂଖ୍ୟା – ୧୦
👉 ଶୁଭ ରଙ୍ଗ – କେଶରୀ
👉 ଶୁଭ ସମୟ – ସନ୍ଧ୍ୟା 7:00 – 8:30
👉 ପ୍ରତିକାର – ବିଷ୍ଣୁଜୀଙ୍କୁ ଚନ୍ଦନ ଅର୍ପଣ କରନ୍ତୁ।
🔯 ମକର (Capricorn):କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ। ଧନ ସଞ୍ଚୟରେ ଲାଭ।
👉 ଶୁଭ ସଂଖ୍ୟା – ୧
👉 ଶୁଭ ରଙ୍ଗ – ଧୂସର
👉 ଶୁଭ ସମୟ – ଦୁପହର 2:30 – 3:30
👉 ପ୍ରତିକାର – ଗୋମାତାକୁ ସବୁଜ ଘାସ ଖୁଆନ୍ତୁ।
🔯 କୁମ୍ଭ (Aquarius):ଆଜି ଅଧିକ କାମରେ ବ୍ୟସ୍ତ ରହିବେ। ସାଙ୍ଗମାନଙ୍କ ସହାୟତା ମିଳିପାରେ।
👉 ଶୁଭ ସଂଖ୍ୟା – ୧୧
👉 ଶୁଭ ରଙ୍ଗ – ଆକାଶୀ
👉 ଶୁଭ ସମୟ – ପୁର୍ବାହ୍ନ 8:00 – 9:30
👉 ପ୍ରତିକାର – ଶିବଲିଙ୍ଗକୁ ଜଳ ଓ ବିଲ୍ୱପତ୍ର ଅର୍ପଣ କରନ୍ତୁ।
🔯 ମୀନ (Pisces):ଆଜି ଆପଣଙ୍କ ପ୍ରୟାସରେ ସଫଳତା ମିଳିବ। ପରିବାରରେ ଖୁସିର ଖବର ମିଳିପାରେ।
👉 ଶୁଭ ସଂଖ୍ୟା – ୧୨
👉 ଶୁଭ ରଙ୍ଗ – ମୋରଗାଛ(କାବେରା )
👉 ଶୁଭ ସମୟ – ସନ୍ଧ୍ୟା 6:00 – 7:15
👉 ପ୍ରତିକାର – ଲକ୍ଷ୍ମୀମାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ।
🌟 ପରାମର୍ଶ: ସକାଳେ ଦିନ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରନ୍ତୁ, ଆଜିର ଦିନ ଶୁଭ ହେବ। 🌟

