Spread the love

ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ମିଡ଼ିଆ କେନ୍ଦ୍ରରେ ପ୍ରେସ୍‌ମିଟ୍ ଆୟୋଜନ ।

ଗୁରୁତ୍ୱପୂର୍ଣ୍ଣ ଘୋଷଣା ସହ ନିର୍ବାଚନ ଅପଡେଟ୍‌ ସେୟାର୍ କରିପାରନ୍ତି । ଆଗାମୀ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ନେଇ ଦେଇପାରନ୍ତି ସୂଚନା । ବିରୋଧୀଙ୍କ ‘ଭୋଟ ଚୋରି ‘ ଅଭିଯୋଗର ବି ଦେଇପାରନ୍ତି ଜବାବ।

Leave a Reply

Your email address will not be published. Required fields are marked *