Spread the love

ଆଜି ଓଡିଶା କଂଗ୍ରେସ ଆହ୍ୱାନକ୍ରମେ ବନ୍ଦ ଡାକରା ଆନ୍ଦୋଳନ ପାଳନ କରୁଛି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଠାରେ କଂଗ୍ରେସ ପାଟି ତରଫରୁ ବନ୍ଦଡାକରା ଶାନ୍ତି ପୁର୍ଣ ଭାବରେ କରାଯାଇଥିଲା କଲେଜ ଛତ୍ରୀ ସମୟଶ୍ରୀ ଙ୍କ ହତ୍ୟା ଘଟଣା କୁକେନ୍ଦ୍ର କରି ରାଜ୍ୟ ଓକେନ୍ଦ୍ରସରକାରଙ୍କୁ ନିନ୍ଦକରୀ ଓଡିଶା ବନ୍ଦ ଡାକରାପାଳନ କରାଯାଇଛିକଂଗ୍ରେସ ଓବାମ ପନ୍ଥି ପାଟି ମଧ୍ୟ ପାଳନକୃଅଛି ବି.ଜେ. ପି. ସରକାର ଅପାରଗତା ସରକାର ବୋଲି ରାଲି କରି ଶୋଭାଯାତ୍ରା କରିଥିଲା ଗୋଲାମୁଣ୍ଡା ସ୍ଥିତ କଦଳୀ ମୁଣ୍ଡା ରାଜରାସ୍ତାରେ ସହସହ ଗାଡିମଟର ଠିଆ ଯାତାୟାତ ରେ ଅସୁବିଥାଦେଖାଦେଥିଲା କଂଗ୍ରେସ ସ. ସି ସମ୍ପାଦକ ସାଉଲମାଗରାଜ. ନରହରିବାଗ.ଅନିଲମଳିକ.ଲୋକେକ ପୁଟେଲ..ରାଉତ ବାବୁ ସମେତ ଅନେକ କଂଗ୍ରେସ କ୍ରମୀଉପସ୍ଥିତ ଥିଲେ ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *