Spread the love

ଆଜି ରଥର ନାହାକା ଉଠିଲା

ଆଜି ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଗଡା ସ୍ଥିତ ରଥଖଳାଠାରେ ଆଜି ଅଷ୍ଟମୀ ତିଥି ଥିବା ରୁ ନାହାକା କୁ ପୂଜାର୍ଚ୍ଚନା କରାଯାଇ ରଥରେ ସଂଯୋଗ କରାଯାଇ ଥିଲା। ବିଶ୍ଵକର୍ମା ଅଶୋକ ମହାପାତ୍ର ଓ ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା ହୋଇଥିଲା।

Leave a Reply

Your email address will not be published. Required fields are marked *