Spread the love

କଟକ ଆମେ ଓଡ଼ିଆ ପରିବାର ପକ୍ଷରୁ ଶତାବ୍ଦୀ ଭବନ ଠାରେ ରକ୍ଷା ବନ୍ଧନ ଉଛବ ପାଳିତ ହୋଇଯାଇଛି, ବିଶିଷ୍ଟ ବ୍ୟକ୍ତି ସରୋଜ ସିଂ ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା, ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ପିସିସି ଅଧକ୍ଷ ତଥା ମନ୍ତ୍ରୀ ନିରଞ୍ଜନ ପଟନାୟକ ଏଥିରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ, ଏହି ଉଛବ ରେ ବିଜେପିର ତୁଙ୍ଗ ନେତା ଲଲାଟେନ୍ଦୁ ବଡ଼ୁ, ଭୁବନେଶ୍ୱରର ସମାଜ ସେବି ତଥା ପୂର୍ବତନ ଇଲେକ୍ଟ୍ରିକଲ ଚିଫ ଇଞ୍ଜିନିୟର ହବିବୁର ରହେମନ ତଥା କଟକ ଶାନ୍ତି କମିଟି, ପୂଜା କମିଟିର ସମ୍ପାଦକ, ସଭାପତି, ସଦସ୍ୟ, ବହୁ ବୁଦ୍ଧିଜୀବୀ, ଅନେକ ସାମାଜିକ ସଂଗଠନ ର ସଦସ୍ୟ ମାନେ ଯୋଗଦେଇଥିଲେ,

Leave a Reply

Your email address will not be published. Required fields are marked *