Spread the love

ଆମ୍ବ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା

ଏପରି ଦେଖିବାକୁ ମିଳିଛି ପାଟଣା ଥାନା ଅଂଚଳରେ
କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗ୍ରାମ ରେ ଥିବା ଏକ ଆମ୍ବ ଗଛ ଡାଳରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ପାଟଣା ଥାନା ପୋଲିସ ଉଦ୍ଧାର କରିଛି ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗାଁର ହେମନ୍ତ ବେହେରା ଙ୍କ ସ୍ତ୍ରୀ ଚମ୍ପା ବତୀ ସୁଆର ତାଙ୍କ ବୟସ ୩୨ ବୋଲି ଜଣାପଡିଛି ଚମ୍ପା ବତୀ ମାନସିକ ରୋଗ ପୀଡ଼ିତ ସେ ଥିଲେ ବୋଲି ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଥିଲା ମିଳିଥିବା ସୂଚନା ଅନୁସାରେ ଚମ୍ପା ବତୀଙ୍କ ଘର ସାମ୍ନାରେ ଥିବା ଏକ ବଡ଼ ଆମ୍ବ ଗଛରେ ମୃତ ଦେହକୁ ଦେଖୁଥିଲେ ସ୍ଥାନୀୟ ଲୋକେ ଏହାପରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏନେଇ ପାଟଣା ଥାନାରେ ୧୩ /୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଦାନ ସୂଚନା ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *