Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଉତ୍ତରଖଣ୍ଡ ଦୁର୍ଘଟଣା : ଏଗାର ଶବ ଜବତ ହୋଇଥିବା ବେଳେ ୨୦୦ ଲୋକ ନିଖୋଜ

 

ଜେ ବି ଏନ, ୦୮/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରେ ଗ୍ଲୈସିଅର୍ ଭାଙ୍ଗିବା ଫଳରେ ବ୍ୟାପକ କ୍ଷୟ କ୍ଷତି ହୋଇଯାଇଛି l ସୂଚନା ମୁତାବକ ଏଥିରେ ଏଗାର ଜଣ କର ମୃତ ଶରୀର ଠାବ କରାଯାଇଛି l ତେବେ ବର୍ତ୍ତମାନ ସୁଦ୍ଧା ୨୦୦ ଲୋକ ନିଖୋଜ ଥିବା ବିଶେଷ ସୂତ୍ରରୁ ଜଣାପଡିଛି l