Spread the love

ଭୂବନେଶ୍ୱର: ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାରେ ଓଡିଶା ବନ୍ଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ୧୦୦ ପୃଷ୍ଠା ସମ୍ବଳିତ ଜବାବ ଦାଖଲ କଲା ରାଜ୍ୟ କଂଗ୍ରସ । ଜବାବରେ ଆନ୍ଦୋଳନକୁ ସଫଳ ଦର୍ଶାଇଛି କଂଗ୍ରେସ । ଆନ୍ଦୋଳନ ପ୍ରତି ଜନ ସମର୍ଥନ ରହିଥିବା ଉଲ୍ଲେଖ କରାଯାଇଛି । ବିଜେଡି ପକ୍ଷରୁ ଏଯାଏଁ ଜବାବ ଦାଖଲ ହୋଇନି ।

କଂଗ୍ରେସ ଓ ବିଜେଡିକୁ ଜବାବ ମାଗିଥିଲେ ହାଇକୋର୍ଟ ।

Leave a Reply

Your email address will not be published. Required fields are marked *