Spread the love

ଓଡ଼ିଶା ସ୍ୱାର୍ଥବିରୋଧି MMDR ସଂଶୋଧନ ବିଲ୍ ୨୦୨୬ ପ୍ରତ୍ୟାହାର ଦାବୀରେ ଶୋଭାଯାତ୍ରା।

MMDR ସଂଶୋଧନ ବିଲ୍ ୨୦୨୬ ପ୍ରତ୍ୟାହାର ଦାବୀରେ ବଡ଼ବିଲ ପୌରାଞ୍ଚଳରେ ଏହି ବିଲ୍ କୁ ପ୍ରତିବାଦ କରି ଶୋଭାଯାତ୍ରା। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ଆଜି ଓଡ଼ିଶା ସ୍ୱାର୍ଥ ବିରୋଧି MMDR ସଂଶୋଧନ ବିଲ୍ ୨୦୨୬ କୁ ପ୍ରତ୍ୟାହାର ଦାବୀରେ ଇନ୍ଦ୍ରମଣି ବେହେରା ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ବଡ଼ବିଲ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *