Spread the love

କଟକ ସହର ଯୋବ୍ରା ଅଞ୍ଚଳର ଠାରେ ପ୍ରଥମ କରି ଏକ ନୂତନ
ଜିଆନି ଆଇସକ୍ରିମ ପାର୍ଲର ଉଦ୍ଘାଟିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସିନେମା ଜଗତର ବହୁ ଚର୍ଚ୍ଚିତ ଜଣାଶୁଣା ଅଭିନେତ୍ରୀ ଶିବାନୀ ସଂଗୀତା ଯୋଗଦେଇ ଗ୍ରାହକମାନଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରିବା ସହ ଜିଆନି ଆଇସକ୍ରିମ ପାର୍ଲର ଉଦ୍ଘାଟନ କରିଥିଲେ। ଏହି ଆଇସକ୍ରିମ ପାର୍ଲର ଗ୍ରାହମାନଙ୍କ ର ମନ ପସନ୍ଦ ର ବିଭିନ୍ନ ପ୍ରକାର ଆଇସକ୍ରିମ ଏବଂ କେକ୍, କୁଲଫି ମିଳିଥାଏ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କଟକ ନୁଆବଜାର ଶ୍ରୀ ଗୋପାଳ କୃଷ୍ଣ ଗୋ ଶାଳର ସମ୍ପାଦକ ଗଣେଷ ପ୍ରସାଦ କାଣ୍ଡୋଇ, ସୁନିଲ କୋଠାରୀ, ଜିଆନି ଆଇସକ୍ରିମ ପାର୍ଲର ବିତରକ ସୌରଭ, ରିସଭ୍, ମୁଦିତ ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *