କରୋନା ଟୀକା ନେଲେ ଆଇ ଜି ପି ଅମିତାଭ ଠାକୁର

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ ), କଟକ : ଆଜି କଟକ ଜିଲ୍ଲା ରେ ବିଭିନ୍ନ ଅଧିକାରୀ ମାନଙ୍କୁ କରୋନା ଟୀକା ଦିଆଯାଉଛି l ତେବେ ଆଜି କରୋନା ଟୀକା ନେଲେ ଆଇପିଏସ ଅଫିସର ତଥା ଆଇ ଜି ପି ଅମିତାଭ ଠାକୁର l ଶ୍ରୀ ଠାକୁର କରୋନା ଟୀକା ନେବା ପରେ ଏହି ଟିକା ଆରାମ୍ ଦାୟକ ଓ କୌଣସି ଅସୁବିଧା ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l
