ଗଞ୍ଜାମ ରେ ଦିତୀୟ ପର୍ଯ୍ୟାୟ ଟୀକା କରଣ : ଟୀକା ନେଲେ ଏସ୍ପି ଓ କଲେକ୍ଟର

ଜେ ବି ଏନ, ୦୬/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଗଞ୍ଜାମ : ଆଜି ଗଞ୍ଜାମ ଜିଲ୍ଲାରେ ଦିତୀୟ ପର୍ଯ୍ୟାୟ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଏହି ଅବସରରେ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କରୋନା ଟୀକା ନେଇଛନ୍ତି l ଏହି ଟିକା ନେବା ପାଇଁ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି l
