Spread the love

କେନାଲ ବନ୍ଧ ଭିତରେ ପଡ଼ି ଯିବାରୁ ଯୁବକଙ୍କ ମୃତ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ନିକଟରେ ଥିବା ବୈତରଣୀ ନଦୀର ଝରଣା ଦେଇ ଯାଇଥିବା ଧାରେ ଧାରେ କେନାଲ ରେ ଜଣେ ଯୁବକ ଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ ଗ୍ରାମର ଲୋକମାନେ ଦେଖିବାକୁ ପାଇଥିଲେ ମୃତ ବ୍ୟକ୍ତି ହେଲେ ସଢା ଗ୍ରାମର ସୌମ୍ୟରଞ୍ଜନ ଦାସ ୨୬ ବୟସ ବୋଲି ଜଣାପଡିଛି ସୂଚନା ମୁତାବକ ସୌମ୍ୟରଞ୍ଜନ ଦାସ ଗତକାଲି ରାତିରେ ସେ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ତାକୁ ମଧ୍ୟ ପାଇ ନଥିଲେ ଆଜି ସକାଳୁ ୧୧ ଟା ସମୟରେ ପାଖରେ ଥିବା କେନାଲ ଭିତରେ ଭାସୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ ତୁରନ୍ତ ଦମକଳବାହିନୀ ଓ ପୋଲିସ୍ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ଓ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ
ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ଏନେଇ ସୋସୋ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତିି ବୋଲି ସୂଚନା ମିଳିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *