Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋରାପୁଟ ପୋଲିସ ର ମିଳିତ ସହଯୋଗରେ ବୋମା ନିଷ୍କ୍ରିୟ

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), କୋରାପୁଟ : ପୋଲିସ ଏବଂ ବୋମା ନିଷ୍କ୍ରିୟ ଦଳ ର ସହଯୋଗରେ ଏଠାରେ ବିପୁଳ ପରିମାଣର ବିଷ୍ପୋରକ ପଦାର୍ଥ କୁ ନିଷ୍କ୍ରିୟ କରାଯାଇଛି l ସୂଚନା ମୁତାବକ ଏହି ଅଞ୍ଚଳରେ ଏକ ଡମ୍ପ ଭିତରେ ବିଷ୍ପୋରକ ସାମଗ୍ରୀ ଜବତ ଗୁଡିକ ରହିଥିବାର ପୋଲିସ ଜାଣି ପାରିଥିଲେ ପରେ ଏଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଏଥି ସହିତ ବହୁ ପରିମାଣରେ ହତିଆର ଜବତ କରାଯାଇଛି l