Spread the love

କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ 

 

ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି କୋର୍ଟରେ ହାଜର ହୋଇଛନ୍ତି ଗୋପାଲପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ l ସୂଚନା ମୁତାବକ ବିଧାୟକଙ୍କୁ ତିନି ଦିନ ରିମାଣ୍ଡରେ ନେବାକୁ ପୋଲିସ ତାଙ୍କୁ କୋର୍ଟ ରେ ହାଜର କରିଛି l ତେବେ କୋର୍ଟ ନିଷ୍ପତ୍ତି ପରେ ବିଧାୟକ ପାଣିଗ୍ରାହୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେବ l