ବରଗଡ଼ ଜିଲ୍ଲାରେ ଲକ୍ଷ ଲକ୍ଷ କ୍ୟୁଣ୍ଟାଲ ଧାନ ମଣ୍ଡିରେ ପଡିରହିଛି,ନୂତନ ଚାଷ ପାଇଁ ପଇସା ନାହିଁ, ଧାନ ରଖିବା ପାଇଁ ସ୍ଥାନ ନାହିଁ,ଲେବର ସମସ୍ୟା, ଚାଷୀର ଧାନ 25 ଦିନ ମଣ୍ଡିରେ ନ ପଡିଲେ ଧାନ ଉଠୁନାହିଁ, ନେତା ବିଧାୟକ ମାନେ ଯାତ୍ରା ରେ ମସଗୁଲ ଭେଡେନ , ରେଶମ, ସାଲ୍ହେପାଲି, ସିହେନପାଲି, ତେନ୍ତୁଳି ଟିକ୍ରା, ତୁଳଣ୍ଡି, କୁମ୍ଭାରୀ ବରା ଆଦି ମଣ୍ଡିରେ 50 ପ୍ରତିଶତ ରୁ କମ ଧାନ କିଣା ହୋଇଛି ଏଣୁ ସମସ୍ୟା ଘେରରେ ଚାଷୀ ସମାଧାନ କେବଳ ଆନ୍ଦୋଳନ ଅଟେ।
