Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଖଜୁରୀ ତାଡି ବିକ୍ରିକୁ ନେଇ ଜନ ଅସନ୍ତୋଷ 

 

 

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତରର୍ଗତ ସିନ୍ଦୁର ପୁର ଗ୍ରାମରେ ଖଜୁରୀ ଗଛର ତାଡି ପ୍ରଚୁର ପରିମାଣ ରେ ବିକ୍ରୟ କରୁଥିବାର ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ଠାରୁ ଖବର ମିଳିଛି ମିଳିଥିବା ଖବର ଅନୁଯାଇ ସିନ୍ଦୁରପୁର ଗ୍ରାମରେ ହେମନ୍ତ୍ ରାଜହଂସ ନାମକ ଯୁବକ ବୟସ ୪୫ ବର୍ଷ ହେବ ଗାଁ ମୁଣ୍ଡରେ ଖଜୁରୀ ଗଛ ଗୁଡ଼ିକ ରେ ମାଠିଆ ଗୁଡ଼ିକ ଫାସ ଦେଇ ଖଜୁରୀ ତାଡ଼ି ବିକୁଅଛନ୍ତି ଏଣୁ ଅନେକଗୁଡିଏ ବ୍ୟକ୍ତି ଖଜୁରୀ ତାଡ଼ି ପିଇ ଅସୁବିଧାରେ ସମ୍ମୁଖିନ ହେଉଥିବାର ଦେଖି ବାକୁ ମିଳିଛି ଏଣୁ ଘର ପାଖରେ ଖଜୁରୀ ତାଡ଼ି ବିକ୍ରୀ ହେଉଥିବା ଯୋଗୁ ସ୍ଥାନିୟ ବାସିନ୍ଦା ବିରୋଧ କରୁଥିବାର ଜଣାପଡିଛି ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି l