Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବ୍ରହ୍ମପୁର ର ସାମନ୍ତରାୟ ଏକାଡେମୀ ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୧.୦୨.୨୦୨୧)-: ୩୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗ ରେ ନିଯୁକ୍ତି କୁ ନେଇ ଆଜି ବ୍ରହ୍ମପୁର ର ସାମନ୍ତରାୟ ଏକାଡେମୀ ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଆଇନଜିବୀ ଗୋକୁଳ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବରାଜ ଚୌଧୁରୀ,ଜଗନ୍ନାଥ ଚୌଧୁରୀ, ଶିଶିର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ ।ଏକାଡେମୀ ପ୍ରତିଷ୍ଠାତା ଲଳିତ ସାମନ୍ତରାୟ ଙ୍କ ସଭାପତିତ୍ୱ ରେ ସଭା ଆରମ୍ଭ ହୋଇଥିଲା।ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ଓ ଉପସ୍ଥିତ ଅତିଥିମାନେ ଉପକୃତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।