Spread the love

ଖରସ୍ରୋତା ନଦୀରେ ଏକାଧିକ କୁମ୍ଭୀରଙ୍କ ଆତଙ୍କ

ନଦୀ କୁଳିଆ ଲୋକେ ଆତଙ୍କିତ ଆମେ କହୁଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗ୍ରାମର ନଦୀ କୂଳରେ ବସବାସ କରୁଥିବା ଲୋକେ ଦୀର୍ଘ ଦୁଇ ତିନି ମାସ ହେବ ଏକ ନୁହେଁ ଦୁଇ ରୁ ଅଧିକ କୁମ୍ଭୀର ବିଶ୍ୱାଳ ସାହି ନଦୀ ଛନ୍ଦା ଠୁ ସେଠି ସାହି ନଦୀ ଛନ୍ଦା ପଯ୍ୟନ୍ତ ପାଣିରେ ଆତଙ୍କ ଖେଳାଉଛନ୍ତି ।ଲୋକମାନଙ୍କୁ ଆକ୍ରମଣ କରୁଛି।ଉକ୍ତ ନଦୀ ଛନ୍ଦା ଗୁଡିକରେ ଶହ ଶହ ଲୋକେ ନିଜର ପୂଜା କର୍ମ ପାଇଁ ହେଉ କି ନିଜର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ନଦୀ କି ଯିବାକୁ ପଡେ। ଫଳରେ ନଦୀ କୁଳିଆ ଲୋକେ ଭୟବିତ ହେଉଛନ୍ତି। ବନବିଭାଗ ଏହାର ଉଚ୍ଚିତ ପଦକ୍ଷେପ ନେବାକୁ ନଦୀ କୁଳିଆ ଲୋକେ ଦାବୀ କରିଛନ୍ତି।

By

Leave a Reply

Your email address will not be published. Required fields are marked *