Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଞ୍ଜମ୍ ର ପ୍ରସିଦ୍ଧ ଦଣ୍ଡନାଚ ଉପରେ ଲାଗିଲା କଟକଣା

 

 

ଜେ ବି ଏନ, ୦୯/୦୩/୨୦୨୧, (ରିପୋର୍ଟ,

ରୂପକ ମହାନ୍ତି), ବ୍ରହ୍ମପୁର : ଗଞ୍ଜମ ର ପ୍ରସିଦ୍ଧ ଦଣ୍ଡନାଚ ଉପରେ ଲାଗିଲା କଟକଣା, ଏହି ବର୍ଷ Covid-19 କଟକଣା କୁ ନେଇ ହେବ ପ୍ରସିଦ୍ଧ ଦଣ୍ଡ ଯାତ୍ରା, ଆଜି ଗଞ୍ଜମ୍ ଜିଲାପାଳ ବହୁ ବାଦ ବିବାଦ ପରେ କେତୋଟି ନିୟମ ଅନୁସାରେ ଦଣ୍ଡ ଯାତ୍ରା କୁ ଅନୁମତି ପ୍ରଦାନ କରିଛିନ୍ତି, ଦଣ୍ଡନୃତ୍ୟ କେବଳ 200 ଲୋକ ମଧୟରେ ସିମିତ ରହିବା ସହ bj, ରେକର୍ଡ ଡାନ୍ସ, ଅପେରା କୁ ଅନୁମତି ମିଳିନଥିବା ବେଳେ, କେବଳ ମାନସିକ ଧାରୀ ଦଣ୍ଡ ଯାତ୍ରା କରିପାରିବେ, ଦଣ୍ଡ ଯାତ୍ରା କିରିବା କୁ ସ୍ତାନୀୟ ତହସିଲ, ଓ ଥାନା ଅଧିକାରୀ ଙ୍କ ଠାରୁ ଅନୁମତି ନେବାକୁ ସହିତ ସାଧରଣ ଲୋକ ଙ୍କୁ ପ୍ରସାଦ ବାରଣ କରାଯାଇଅଛି l